ARTICLE AD BOX
ଭୁବନେଶ୍ୱର: ବିଜେଡି ମିଡିଆ ସେଲ୍ର ପ୍ରଥମ ସମନ୍ୱୟ ବୈଠକ ଆଜି (ମଙ୍ଗଳବାର) ପୂର୍ବାହ୍ଣ ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନର ଦ୍ୱିତୀୟ ମହଲାର ଭିସି-୧ରେ ଅନୁଷ୍ଠିତ ହୋଇଥିଲା।
BJD: INDIA ବ୍ଲକ୍ ପ୍ରତିବାଦରେ ସାମିଲ୍ ହେଲା ବିଜେଡି
ଏହି ବୈଠକରେ ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଡ ଅରୁଣ କୁମାର ସାହୁ, ଦେବେଶ ଆଚାର୍ୟ୍ୟ, ଗୌତମବୁଦ୍ଧ ଦାସ, ପ୍ରଣବ ବଳବନ୍ତରାୟ, ଡ ଲେନିନ ମହାନ୍ତି, ଡ ପ୍ରିୟବ୍ରତ ମାଝୀ, ସ୍ୱୟଂପ୍ରକାଶ ମହାପାତ୍ର ଏବଂ ଅମରେଶ ପତ୍ରୀ ଯୋଗଦେଇଥିଲେ।
BJD: ଏମ୍ଏମ୍ଡିଆର୍ ବିରୋଧରେ ବିଜେଡି ଗର୍ଜିଲା: ଏକାଠି ହେବାକୁ ନବୀନଙ୍କ ଆହ୍ବାନ
ବୈଠକରେ ବିଜେଡି ମିଡିଆ ସେଲ୍ର କାର୍ୟ୍ୟପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ସହ ଦଳର କାର୍ୟ୍ୟକ୍ରମ, ବିବୃତ୍ତି, ନୀତି ଓ କାର୍ୟ୍ୟକଳାପଗୁଡ଼ିକୁ ସମସ୍ତ ଗଣମାଧ୍ୟମ ଏବଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରଭାବଶାଳୀ ଓ ସର୍ବାଧିକ ପ୍ରସାର କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

1 hour ago
1


