ARTICLE AD BOX
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଦିବସ ୨୦୨୬ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ରହି ଗ୍ରାହକ ସେବା ପ୍ରତି ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତା ଦୋହରାଇଥିଲେ।
/sambad/media/media_files/2026/08/20/20bbs_85_20082026_112-2026-08-20-20-10-47.jpg)
ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଦିବସ ୨୦୨୬ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ରହି ଗ୍ରାହକ ସେବା ପ୍ରତି ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତା ଦୋହରାଇଥିଲେ। ଭବିଷ୍ୟତରେ ଗ୍ରାହକଙ୍କୁ ସର୍ବୋତ୍ତମ ବ୍ୟାଙ୍କ ସେବା ଓ ଅତ୍ୟାଧୁନିକ ଉତ୍ପାଦ ଯୋଗାଇ ଦେବାକୁ ବ୍ୟାଙ୍କ ପ୍ରତିବଦ୍ଧ ଥିବା କହିଥିଲେ। ବ୍ୟାଙ୍କ ପକ୍ଷରୁ ଗ୍ରାହକ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ଷ୍ଟାଫ୍ ସଦସ୍ୟ ଶୁଭ୍ରା ଶେଖର ଜେନା, ସ୍ମୃତି ରଞ୍ଜନ ଦାସ, ସତ୍ୟ ଦୋରା, ପ୍ରତିଭା ପଣ୍ଡା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

55 minutes ago
2


