Baby elephant: ୬ ଘଣ୍ଟାର କସରତ ପରେ ଖାଲ ଭିତରୁ ବାହାରିଲା ହାତୀଛୁଆ

2 days ago 4
ARTICLE AD BOX

ଶେଷରେ ୬ ଘଣ୍ଟାର କସରତ ପରେ ଖାଲ ଭିତରୁ ବାହାରିଛି ହାତୀ ଛୁଆ | ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ପଂଚାୟତର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲର ଏକ ଖାଲରେ ଆଜି ଭୋରରୁ ଗଳିପଡିଥିଲା ଏକ ହାତୀ ଶାବକ ।

 ୬ ଘଣ୍ଟାର କସରତ ପରେ ଖାଲ ଭିତରୁ ବାହାରିଲା ହାତୀଛୁଆ

ସୁନ୍ଦରଗଡ: ଶେଷରେ ୬ ଘଣ୍ଟାର କସରତ ପରେ ଖାଲ ଭିତରୁ ବାହାରିଛି ହାତୀ ଛୁଆ | ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ପଂଚାୟତର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲର ଏକ ଖାଲରେ ଆଜି ଭୋରରୁ ଗଳିପଡିଥିଲା ଏକ ହାତୀ ଶାବକ । 

ଆହୁରି ପଢନ୍ତୁ : Tea Seller Arrest: ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ବିଦେଶୀ ଲିଙ୍କ୍‌ରେ ଥିବା କର୍ଣ୍ଣାଟକ ଚା ଦୋକାନୀ ଗିରଫ

ଆଉ ମା ହାତୀ ତାହାକୁ ଜଗି ରହିଥିଲା । ବନବିଭାଗଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ହାତୀକୁ ଉଦ୍ଧାର କରିବା ବହୁତ ମୁସ୍କିଲ ହୋଇପଡିଥିଲା । ହେଲେ ଦୀର୍ଘ ୬ ଘଣ୍ଟାର କସରତ ପରେ ବନବିଭାଗ ହାତୀକୁ ଖାଲ ଭିତରୁ ଉଦ୍ଧାର କରିଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.