Auto Damaged: ଲଘୁଚାପ ବର୍ଷା-ପବନରେ ଉପୁଡ଼ିଲା ଗଛ, ଅଟୋ ଉପରେ ପଡ଼ି ରାସ୍ତା ଅବରୋଧ

3 days ago 4
ARTICLE AD BOX

ପାରଳାଖେମୁଣ୍ଡି(ସୁଜିତ୍ ବିଷୋୟୀ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ପ୍ରଭାବରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର୍‌. ସୀତାପୁର ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତାଅବରୋଧ ହୋଇଥିଲା। ଏହି ସମୟରେ ଏକ ଅଟୋଉପରେ ଗଛ ପଡ଼ିଯିବାରୁ ଅଟୋଟି କ୍ଷତିଗ୍ରସ୍ତ ହୋଇଛି।

Advertisment

ରାସ୍ତାରେ ଯାତାୟତ ସ୍ୱାଭାବିକ

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଗଛକୁ କାଟି ରାସ୍ତାରୁ ହଟାଇବା ସହ ଗଛ ତଳେ ଫସିଥିବା ଅଟୋକୁ ବାହାର କରିଥିଲେ। ଏହାପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Fire: ଜୟପୁର ଚାରୁ ଓ କାରୁକଳା ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସମେତ ବହୁ ସାମଗ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.