ARTICLE AD BOX
ଜର୍ମାନୀର ବିଳାସପୂର୍ଣ୍ଣ କାର୍ ନିର୍ମାତା ଅଡି ଆସନ୍ତା ଜାନୁଆରି ପହିଲାରୁ ଭାରତରେ କାର୍ ଦାମ୍ ବଢ଼ାଇବ। କମ୍ପାନି ଏହାର ସମସ୍ତ ମଡେଲ କାର୍ ଦାମ୍ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ଚଳିତବର୍ଷ ଅଡିର ଏହା ହେବ ଦ୍ବିତୀୟ ଦରବୃଦ୍ଧି ଘୋଷଣା। କମ୍ପାନି ଏପ୍ରିଲ ପହିଲାରେ ମଧ୍ୟ କାର୍ ଦାମ୍ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।
/sambad/media/media_files/2026/11/24/24bbs_35_24112026_112-1-2026-11-24-18-34-27.jpg)
ନୂଆଦିଲ୍ଲୀ: ଜର୍ମାନୀର ବିଳାସପୂର୍ଣ୍ଣ କାର୍ ନିର୍ମାତା ଅଡି ଆସନ୍ତା ଜାନୁଆରି ପହିଲାରୁ ଭାରତରେ କାର୍ ଦାମ୍ ବଢ଼ାଇବ। କମ୍ପାନି ଏହାର ସମସ୍ତ ମଡେଲ କାର୍ ଦାମ୍ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ଚଳିତବର୍ଷ ଅଡିର ଏହା ହେବ ଦ୍ବିତୀୟ ଦରବୃଦ୍ଧି ଘୋଷଣା। କମ୍ପାନି ଏପ୍ରିଲ ପହିଲାରେ ମଧ୍ୟ କାର୍ ଦାମ୍ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।
‘ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ମୋର ଦୁଃଖ ଏବେ ବି ସେତିକି ଗଭୀର ଅଛି’: ହେମା ମାଲିନୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

57 minutes ago
1


