Asian Games: ଏସୀୟ କ୍ରୀଡ଼ା କ୍ରିକେଟ୍‌ ସେମିଫାଇନାଲ୍‌ରେ ପାକିସ୍ତାନ

4 days ago 6
ARTICLE AD BOX

ନିସିନ୍‌: ଚଳିତ ଏସୀୟ କ୍ରୀଡ଼ା କ୍ରିକେଟ୍‌ର ପ୍ରଥମ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ସୋମବାର ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିଲେ ବି ତାହା ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ପୂର୍ବ ରାତିରେ ନିସିନ୍‌ରେ ଲଗାଣ ବର୍ଷା ଯୋଗୁଁ ପଡ଼ିଆରେ ପାଣି ଜମି ରହିଥିଲା।

Advertisment

ବିନା ମୁକାବିଲାରେ ହଂକଂ ପ୍ରତିଯୋଗିତାରୁ ବିଦାୟ

ଏହି କାରଣରୁ ଟସ୍‌ ମଧ୍ୟ ପଡ଼ିପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ମ୍ୟାଚ୍‌ ରେଫରି ଭି.ନାରାୟନନ୍‌ କୁଟ୍ଟି ଏହି ମ୍ୟାଚ୍‌କୁ ରଦ୍ଦ ଘୋଷଣା କରିଥିଲେ। ହଂକଂ ତୁଳନାରେ ଉଚ୍ଚ ଆଇସିସି ମାନ୍ୟତା ଯୋଗୁଁ ପାକିସ୍ତାନ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବିନା ମୁକାବିଲାରେ ହଂକଂ ପ୍ରତିଯୋଗିତାରୁ ବିଦାୟ ନେଇଛି।

Cricket History: ଇତିହାସ: ଗୋଟିଏ ଦିନରେ ୬ ଶତକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.