ARTICLE AD BOX
୩ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ସଚିନ ବେହେରା ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୦ ତାରିଖରେ ଭୁବନେଶ୍ବରସ୍ଥିତ ଓଭରଅଲ୍ ସ୍ପୋର୍ଟ୍ସ ଏକାଡେମିଡାରେ ୧ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ମିନିଟରେ ଗୋଟିଏ ଗୋଡ଼ରେ...
Sachin Behera Photograph: (sambad.in)ଭୁବନେଶ୍ୱର: ୩ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ସଚିନ ବେହେରା ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୦ ତାରିଖରେ ଭୁବନେଶ୍ବରସ୍ଥିତ ଓଭରଅଲ୍ ସ୍ପୋର୍ଟ୍ସ ଏକାଡେମିଡାରେ ୧ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ମିନିଟରେ ଗୋଟିଏ ଗୋଡ଼ରେ ସର୍ବାଧିକ ୧୦୩ ଥର ଫୁଲ୍ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ କରିଥିଲେ।
ମେଲ୍ରେ ନିଶ୍ଚିତ
ଏହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲା। ଗୁରୁବାର ଏସିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇବା ନେଇ ମେଲ୍ରେ ନିଶ୍ଚିତ କରିଛି। ସେ ୨୦୧୯ ମାର୍ଚ୍ଚ ୧୦ରେ ୧୩୭ ନି ଷ୍ଟ୍ରାଇକ୍ କରି ପ୍ରଥମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ। ଏହାପରେ ୨୦୨୨ରେ ଦ୍ୱିତୀୟ ୱାର୍ଲ୍ଡ ରେକର୍ଡ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
2


