Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ

1 hour ago 1
ARTICLE AD BOX

ଆୟୁର୍ବେଦ ଔଷଧ ନିର୍ମାତା ଶ୍ରୀ ଧୁତପାପେଶ୍ବର ଲିମିଟେଡ୍‌ର ୧୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କମ୍ପାନିର ପାଞ୍ଚଟି ଡିଭିଜନ ରହିଛି ଓ ଏହାର ଉତ୍ପାଦକୁ ୧୦୦୦ରୁ ଅଧିକ ପ୍ରତିନିଧି ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି।

 ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ

ମୁମ୍ବାଇ: ଆୟୁର୍ବେଦ ଔଷଧ ନିର୍ମାତା ଶ୍ରୀ ଧୁତପାପେଶ୍ବର ଲିମିଟେଡ୍‌ର ୧୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କମ୍ପାନିର ପାଞ୍ଚଟି ଡିଭିଜନ ରହିଛି ଓ ଏହାର ଉତ୍ପାଦକୁ ୧୦୦୦ରୁ ଅଧିକ ପ୍ରତିନିଧି ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି। କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫୦ ବୈଜ୍ଞାନିକ ଗବେଷଣା ସନ୍ଦର୍ଭକୁ ପ୍ରତିଷ୍ଠିତ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ କରାଯାଇଛି।

କମ୍ପାନିର ଉତ୍ପାଦଗୁଡ଼ିକ ଏଂହାର ୱେବସାଇଟ୍‌, ପ୍ରମୁଖ ଇ-କମର୍ସ ପୋର୍ଟାଲ୍‌ରେ ଉପଲବ୍ଧ ରହିଛି। ୧୫୪ତମ ପ୍ରତିଷ୍ଠା ଦିବସର କମ୍ପାନି ପକ୍ଷରୁ ଆୟୁର୍ବେଦ ବିଶାରଦ, ବ୍ୟବସାୟ ସହଯୋଗୀ ଓ ଗ୍ରାହକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି। କମ୍ପାନି ଉଚ୍ଚ ମାନର ଆୟୁର୍ବେଦିକ ଔଷଧ ଉତ୍ପାଦନ ପ୍ରତି ପ୍ରତିବଦ୍ଧ ରହିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.