ARTICLE AD BOX
‘ତାରକ ମେହତା କା ଓଲଟା ଚଷମା’ ଅଭିନେତ୍ରୀ ଆରାଧନା ଶର୍ମାଙ୍କ ୨୦୨୧ର ଏକ ପୁରୁଣା ସାକ୍ଷାତକାର ଏବେ ଭାଇରାଲ୍ ହେଉଛି । ଏଥିରେ ସେ ନିଜ ସହ ଘଟିଥିବା ଅସହଜ ଅନୁଭୂତି ବିଷୟରେ କହିଛନ୍ତି ।
ମନୋରଞ୍ଜନ ଦୁନିଆର କଳା ଏପିସୋଡ଼ କାଷ୍ଟିଂ କାଉଚକୁ ନେଇ ମଝିରେ ମଝିରେ ଖବର ଆସିଥାଏ। ସିଏ ଓଲିଉଡ଼ ହେଉ କି ଟେଲି ଇଣ୍ଡଷ୍ଟ୍ରି। ଏବେ ପୁଣି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ିଛି। ତାରକ ମେହତା କା ଓଲଟା ଚଷମାର ଅଭିନେତ୍ରୀ ଆରାଧନା ଶର୍ମାଙ୍କ ଏକ ପୁରୁଣା ବୟାନ ଏବେ ଭାଇରାଲ ହେଉଛି। ୨୦୨୧ରେ ଏକ ସାକ୍ଷାତକାର ସମୟରେ ଆରାଧନା ନିଜ ସହ ଘଟିଥିବା ଏକ ଅସହଜ ଅଭିଜ୍ଞତା ବିଷୟରେ କହିଛନ୍ତି। ଯାହା କାଷ୍ଟିଙ୍ଗ କାଉଚର କଥାକୁ ଲୋକ ଲୋଚନକୁ ଆଣିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

56 minutes ago
1


