Accident: ବସ୍-ଟ୍ରକ୍ ଧକ୍କା, ଜଣେ ମୃତ ଏବଂ ୧୨ ଆହତ

7 hours ago 4
ARTICLE AD BOX

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କଂସରରେ ଓଭର୍ ଟେକ୍ ବେଳେ ବସ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି।

 (sambad.in) one person died in accident Photograph: (sambad.in)

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କଂସରରେ ଓଭର୍ ଟେକ୍ ବେଳେ ବସ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ବୁର୍ଲା ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ଭୁବନେଶ୍ବରରୁ ସମ୍ବଲପୁର ଦେଇ ପଦ୍ମପୁରକୁ ଯାଉଥିଲା

ସୂଚନା ଅନୁଯାୟୀ ଏହି ଓଏସଆରଟିସି ବସ୍‌ଟି ଭୁବନେଶ୍ବରରୁ ସମ୍ବଲପୁର ଦେଇ ବରଗଡ଼ ଜିଲ୍ଲାର ପଦ୍ମପୁରକୁ ଯାଉଥିଲା। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

PM Modi Speech: ଲାଲକିଲ୍ଲାରେ ମୋଦୀଙ୍କ ସମ୍ବୋଧନ: କହିଲେ, ୨୦୪୭ରେ ବିକଶିତ ଭାରତ ସ୍ବପ୍ନ ପୂରଣ ହେବ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.