ARTICLE AD BOX
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଜଣେ ଷ୍ଟାର ଭାରତୀୟ କ୍ରିକେଟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଖେଳାଳିଙ୍କ ନାମ ଅଭିଷେକ ପୋରେଲ।
/sambad/media/media_files/2026/08/11/7658734-2026-08-11-17-02-37.jpeg)
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଜଣେ ଷ୍ଟାର ଭାରତୀୟ କ୍ରିକେଟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଖେଳାଳିଙ୍କ ନାମ ଅଭିଷେକ ପୋରେଲ। ବିବାହ ପ୍ରତିଶ୍ରୁତି ଦେଇ ସେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।
ପୁଲିସ ଅଧିକାରୀ କୁନାର ଭୂଷଣ ସିଂହ କହିଛନ୍ତି ଯେ ପୋରେଲଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


