ARTICLE AD BOX
ମେକ୍ସିକୋର ଏକ ରହସ୍ୟମୟ ଅଞ୍ଚଳକୁ ନେଇ ଆଜି ବି ଚର୍ଚ୍ଚା ହୁଏ। କୁହାଯାଏ ଏଠାରେ ଥିବା ଏକ ଗଛ ସଂସ୍ପର୍ଶରେ ଆସିଲେ ଲୋକେ ଅନ୍ଧ ହୋଇଯାଆନ୍ତି। ତେବେ ଏହା ସତ ନା କେବଳ ରହସ୍ୟ? ଆସନ୍ତୁ ଜାଣିବା।
ଅଭିଶାପ ବିଷୟରେ ତ ଆପଣମାନେ ନିହାତି ଶୁଣିଥିବେ। ପୁରାଣରେ ସାଧୁସନ୍ଥଙ୍କ ଅଭିଶାପ ଏବଂ ତାହାର ପ୍ରଭାବକୁ ନେଇ ଅନେକ କାହାଣୀ ରହିଛି। କିନ୍ତୁ ଆଜି ବି ଏମିତି କିଛି ସ୍ଥାନକୁ ନେଇ ରହସ୍ୟମୟ କାହାଣୀ ଶୁଣିବାକୁ ମିଳେ, ଯାହାକୁ ସହଜରେ ବିଶ୍ବାସ କରିବା କଷ୍ଟ। ମେକ୍ସିକୋର ଏକ ଅଞ୍ଚଳକୁ ନେଇ ଦିନେ ଏମିତି ଏକ କଥା ଶୁଣିବାକୁ ମିଳିଥିଲା, ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। କୁହାଯାଉଥିଲା ଯେ, ଏଠାରେ ଥିବା ଏକ ରହସ୍ୟମୟ ଗଛ ଲୋକଙ୍କୁ ଅନ୍ଧ କରିଦେଉଥିଲା । ତେବେ ଏହା କଣ ସତ ଘଟଣା ? ସତରେ କଣ ଗୋଟିଏ ଗଛ ସମସ୍ତଙ୍କୁ ଅନ୍ଧ କରି ଦେଉଥିଲା। ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
5


