20 Buffaloes Rescued: ବେଆଇନ ଚାଲାଣ ବେଳେ ରାଜଧାନୀରୁ ୨୦ ମଇଁଷି ଉଦ୍ଧାର, କଣ୍ଟେନର୍ ଚାଳକ ଫେରାର

42 minutes ago 1
ARTICLE AD BOX

ଭୁବନେଶ୍ବରର ଆଚାର୍ଯ୍ୟ ବିହାରଠାରେ ଏକ କଣ୍ଟେନର୍ ମଇଁଷି ନେଇ ଚାଲାଣ କରିବାକୁ ନିଆଯାଉଥିବା ବେଳେ ପୁଲିସ୍ ଗାଡ଼ିରୁ ୨୦ ମଇଁଷି ଉଦ୍ଧାର କରିଛି। ତେବେ ଘଟଣାସ୍ଥଳରୁ କଣ୍ଟେନର୍ ଚାଳକ ଫେରାର ହୋଇଯାଇଛି।

 (sambad.in) 20 Buffaloes Rescued Photograph: (sambad.in)

ଭୁବନେଶ୍ବର: ଆଜି ସକାଳେ ବେଆଇନ ଗୋ ଚାଲାଣ ଖବର ପାଇ ମାଡ଼ିବସିଲା ପୁଲିସ୍। ସୂଚନା ଅନୁଯାୟୀ, ଭୁବନେଶ୍ବରର ଆଚାର୍ଯ୍ୟ ବିହାରଠାରେ ଏକ କଣ୍ଟେନର୍ ମଇଁଷିନେଇ ଚାଲାଣ କରିବାକୁ ନିଆଯାଉଥିବା ବେଳେ ପୁଲିସ୍ ଗାଡ଼ିରୁ ୨୦ ମଇଁଷି ଉଦ୍ଧାର କରିଛି। ତେବେ ଘଟଣାସ୍ଥଳରୁ କଣ୍ଟେନର୍ ଚାଳକ ଫେରାର ହୋଇଯାଇଛି। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

Birth Anniversary: ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ: ଖୋକା ଭାଇଙ୍କ ସ୍ବରାରୋପିତ ‘ଏଇ ତ ଦୁନିଆଁ’ରୁ ଆରମ୍ଭ ହୋଇଥିଲା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ଯାତ୍ରା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.