ARTICLE AD BOX
ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଜାତୀୟ ରାଜପଥ-୫୩ର ବିଜୁ ପଟ୍ଟନାୟକ ଛକ ପାଖରୁ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଛି। ଘୋଡ଼ା ଯାଇଥିବା ଜରିପାଲ କଢ଼ାଯାଇ ଗାଡ଼ିରୁ ୫୯ଟି ଗୋରୁ ଉଦ୍ଧାର କରାଯାଇଛି। ବହୁ ଗୋରୁ ଖଣ୍ଡିଆ ଖାବରା ହୋଇଥିବା ଦେଖାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

59 minutes ago
1


