ARTICLE AD BOX
ଓଡ଼ିଶାରେ ଶୀତଋତୁ ଆରମ୍ଭ ହୋଇଯାଇଛି। ମୟୂରଭଂଜ, କୋରାପୁଟ ଏବଂ କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଆଜି ଶୀତ ଅନୁଭବ ସହିତ କୁହୁଡ଼ି ଦୃଶ୍ୟମାନ ହୋଇଛି। କୁହୁଡ଼ିର ଦୃଶ୍ୟମାନ ୧୦୦ ମିଟର ରହିଛି।
ଅତିଥିଙ୍କ ଫଟୋ: ବ୍ୟାସଦେବ ସାହୁ, ବୀରମହାରାଜପୁରAdvertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

13 minutes ago
1


