ସବୁଠୁ ଧନୀ ଥିଲେ ! ଏବର୍ଷ ଜୁହିଙ୍କୁ ମିଳିଲାନି ସ୍ଥାନ

1 hour ago 1
ARTICLE AD BOX

ଗତବର୍ଷ ଯେଉଁମାନେ ଦେଶର ସବୁଠାରୁ ଧନୀ ବଲିଉଡ୍ ସେଲିବ୍ରିଟି ଥିଲେ, ଏଥର ସେମାନଙ୍କୁ ଲିଷ୍ଟରେ ସ୍ଥାନ ମିଳିନଥିବା ଦେଖାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗତବର୍ଷ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା, ସବୁଠୁ ଧନୀ ବଲିଉଡ ‌ଅଭିନେତ୍ରୀ ଭାବେ ଲିଷ୍ଟରେ ସ୍ଥାନ ପାଇଥିଲେ, ହେଲେ ଏଥର ତାଙ୍କ ନାଁ ଲିଷ୍ଟରୁ ହଟିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗତବର୍ଷ ଯେଉଁମାନେ ଦେଶର ସବୁଠାରୁ ଧନୀ ବଲିଉଡ୍ ସେଲିବ୍ରିଟି ଥିଲେ, ଏଥର ସେମାନଙ୍କୁ ଲିଷ୍ଟରେ ସ୍ଥାନ ମିଳିନଥିବା ଦେଖାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗତବର୍ଷ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା, ସବୁଠୁ ଧନୀ ବଲିଉଡ ‌ଅଭିନେତ୍ରୀ ଭାବେ ଲିଷ୍ଟରେ ସ୍ଥାନ ପାଇଥିଲେ, ହେଲେ ଏଥର ତାଙ୍କ ନାଁ ଲିଷ୍ଟରୁ ହଟିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ କାହିଁକି ବଦଳିଗଲା ତାଙ୍କ ରାଙ୍କିଂ? ଆଉ କିଏ ମାରିଲେ ବାଜି? ଆସନ୍ତୁ ଜାଣିବା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.