ଭୁବନେଶ୍ବରର ନୂଆ ଡିସିପି

49 minutes ago 1
ARTICLE AD BOX

ଭୁବନେଶ୍ୱରର ନୂତନ ଡିସିପି ଭାବେ ଆଇପିଏସ୍‌ ଡ. ସର୍ବଣା ବିବେକ ଏମ୍ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁରେଶ ଦେବଦତ୍ତ ସିଂହ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପରେ ରାଜଧାନୀର ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ନାଗରିକଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହେବ।

 Narasingha Parida Bhubaneswar new DCP, Dr Saravana Vivek M. Photo: Narasingha Parida

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.