ARTICLE AD BOX
ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ମା’ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଭକ୍ତମାନେ ଲମ୍ବାଧାଡ଼ିରେ ଅପେକ୍ଷା କରିଛନ୍ତି।
ରିପୋର୍ଟ: ଅଶୋକ, ସାକ୍ଷୀଗୋପାଳAdvertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

15 minutes ago
1


