ARTICLE AD BOX
ପୁରୀର ଶରଧାବାଲିରେ ବିରାଜମାନ ତିନି ରଥ। ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ବିଜେ ପୂର୍ବରୁ ଶ୍ରଦ୍ଧାଳୁମାନେ ଆଜି ସନ୍ଧ୍ୟାରେ ରଥାରୁଢ଼ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରୁଛନ୍ତି। ମହାପ୍ରଭୁଙ୍କର ଆଡ଼ପ ବିଜେ ସମୟରେ ଶ୍ରଦ୍ଧାଳୁ ଆନନ୍ଦାଶ୍ରୁ ଝରାଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 hours ago
2


