ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ସ୍ବାଧୀନତା ଦିବସ ସେଲ୍‌

1 hour ago 2
ARTICLE AD BOX

ଭୁବନେଶ୍ବର, କଟକ ଓ ଜଟଣୀରେ ଥିବା ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ ସୋରୁମ୍‌ରେ ସ୍ବାଧୀନତା ଦିବସ ଉପଲକ୍ଷେ ସ୍ବତନ୍ତ୍ର ରିହାତି ସେଲ୍‌ ଅଫର୍‌ ଦିଆଯାଇଛି

 ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ସ୍ବାଧୀନତା ଦିବସ ସେଲ୍‌

ଭୁବନେଶ୍ବର: ଭୁବନେଶ୍ବର, କଟକ ଓ ଜଟଣୀରେ ଥିବା ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ ସୋରୁମ୍‌ରେ ସ୍ବାଧୀନତା ଦିବସ ଉପଲକ୍ଷେ ସ୍ବତନ୍ତ୍ର ରିହାତି ସେଲ୍‌ ଅଫର୍‌ ଦିଆଯାଇଛି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଗ୍ରାହକମାନେ ପ୍ରତ୍ୟେକ ଏଚ୍‌ୟୁଆଇଡି ହଲ୍‌ମାର୍କ ସୁନାଗହଣା କ୍ରୟ ଉପରେ ଫ୍ଲାଟ୍‌ ୪.୯୯ପ୍ରତିଶତ ଗଢ଼ା ମଜୁରି ଦେଇ ଅଳଙ୍କାର ନେଇପାରିବେ। ହୀରା ଗହଣା ଉପରେ ମଧ୍ୟ ସୋ’ରୁମ୍‌ ପକ୍ଷରୁ ସ୍ବତନ୍ତ୍ର ଅଫର୍‌ ଦିଆଯାଇଛି। ଗ୍ରାହକଙ୍କୁ ବର୍ଦ୍ଧିତ ସୁନାଦରରୁ ଏହି ଅଫର୍‌ ରିହାତି ଦେବ। ଏହା ବ୍ୟତୀତ ଗ୍ରାହକମାନେ ପୁରୁଣା ସୁନା ବଦଳ ସମୟରେ ମଧୁକୁଞ୍ଜ ତରଫରୁ ସ୍ବଚ୍ଛତାର ସହ ବାଏବ୍ୟାକ୍‌ ଗ୍ୟାରେଣ୍ଟି ଓ ଜୀବନବ୍ୟାପୀ ମରାମତି ସୁବିଧା ପ୍ରଦାନ କରାଯାଉଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.