ଭାରତ ଅକ୍ଷୟ ଶକ୍ତି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀ

51 minutes ago 2
ARTICLE AD BOX

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୬କୁ ଉଦଘାଟନ କରିଛନ୍ତି। ଭାରତ ଏବଂ ବିଦେଶର ଶିଳ୍ପ ନେତା, ନିବେଶକ, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ସମ୍ମିଳନୀ ଏପରି ପରିସ୍ଥିତିରେ ଆୟୋଜନ କରାଯାଉଛି ଯେତେବେଳେ ବିଶ୍ୱ ଶକ୍ତି ସଂକଟର ପ୍ରଭାବ ରହିଛି।

02 Nov 2026 23:40 IST

02 Nov 2026 23:40 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.