ARTICLE AD BOX
ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ବିଭିନ୍ନ ସାହିରେ ପ୍ରାୟ ୫ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଥିବା ବେଳେ ସହର ତଳି ବାଡେନାଜୁ ହେପିଭାଲି ହୋମ ସମ୍ମୁଖରେ ଏକ ବିରାଟ ନିମ୍ବ ଗଛ ରାସ୍ତା ଉପରେ ପଡ଼ିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ରାସ୍ତାରୁ ଗଛ ହଟେଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
5


