ARTICLE AD BOX
ଦକ୍ଷିଣ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଟିପିଏସଓଡିଏଲ ପକ୍ଷରୁ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଠଟି ଜିଲ୍ଲାର ପ୍ରଭାବିତ ହୋଇଥିବା ୯୬ ପ୍ରତିଶତରୁ ଅଧିକ, ଅର୍ଥାତ୍ ୧୬.୭ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାହକଙ୍କୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାକି ରହିଯାଇଥିବା ବିଦ୍ୟୁତ୍ ସଂଯୋଗକୁ ସ୍ୱାଭାବିକ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ସେଠାରେ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି କର୍ତ୍ତୁପକ୍ଷ ଜଣାଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

48 minutes ago
3


