ARTICLE AD BOX
ଗଞ୍ଜାମ ଜିଲ୍ଲାରେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଋଷିକୁଲ୍ୟା ନଦୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ପଞ୍ଚାୟତର ଇନ୍ଦିରା ଆବାସ କଲୋନିରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପୀଡ଼ିତମାନଙ୍କୁ ରବିବାର ରିଲିଫ ପ୍ରଦାନ କରାଯାଇଛି। ଛତ୍ରପୁର ରୋଟାରୀ କ୍ଲବ ଆନୁକୁଲ୍ୟରେ ସଂଗ୍ରାମ ସ୍ପୋର୍ଟସ କ୍ଲବ ସହାୟତାରେ ଏହି ମହତ୍ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

44 minutes ago
1


