Bageshwar Baba: 'ତୁମ ଶ୍ରୀକୃଷ୍ଣ ବଙ୍କା ଆମ ରାମ ପୂରା ସିଧା ‘

52 minutes ago 1
ARTICLE AD BOX

ଶ୍ରୀକୃଷ୍ଣଙ୍କୁ ନେଇ ବୟାନ ଦେଇ ବିବାଦରେ ବାଗେଶ୍ୱର ବାବା । ତାଙ୍କ ମନ୍ତବ୍ୟକୁ ନେଇ ମଥୁରା ଓ ବୃନ୍ଦାବନର ସାଧୁସନ୍ଥଙ୍କ ତୀବ୍ର ଅସନ୍ତୋଷ ପରେ ଶେଷରେ କ୍ଷମା ମାଗିଛନ୍ତି ବାଗେଶ୍ୱର ବାବା ।

ବିବାଦ ଘେରରେ ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ । ପୂର୍ବରୁ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି । ବାବାଙ୍କ ବୟାନକୁ ନେଇ ମଥୁରା ଓ ବୃନ୍ଦାବନର ସାଧୁସନ୍ଥଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି । କେବଳ ଅସନ୍ତୋଷ ନୁହେଁ ବାବାଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ସନ୍ଥମାନେ। ବିଶେଷ କରି ଦିନେଶ ଫଳାହାରୀ ମହାରାଜ ତାଙ୍କ ବୟାନକୁ ନେଇ ତୀବ୍ର ଆପତ୍ତି ଉଠାଇଥିଲେ । ଏତେ ବିବାଦ ପରେ ଶେଷରେ କ୍ଷମା ମାଗିଛନ୍ତି ବାଗେଶ୍ୱର ବାବା । କ’ଣ କହିଛନ୍ତି ବାବା ? ଆସନ୍ତୁ ଜାଣିବା ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.