ARTICLE AD BOX
/sambad/media/media_files/2026/08/19/whatsapp-image-2026-08-19-19-57-13.jpeg)
1/5
ଉଦ୍ଘାଟନୀ ସମାରୋହରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ, ଅତିରିକ୍ତ ଇନସ୍ପେକ୍ଟର ଜେନେରାଲ, ଓଡ଼ିଶା କାରାଗାର ଓ ସଂଶୋଧନ ସେବା ନିର୍ଦ୍ଦେଶାଳୟ ଆଶିଷ କୁମାର ଜେନା, ଫଟୋଗ୍ରାଫର ଦିଲୀପ ଧୀର ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
/sambad/media/media_files/2026/08/19/whatsapp-image-2026-08-19-19-57-42.jpeg)
2/5
ଉଦ୍ଘାଟନୀ ସମାରୋହରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ, ଅତିରିକ୍ତ ଇନସ୍ପେକ୍ଟର ଜେନେରାଲ, ଓଡ଼ିଶା କାରାଗାର ଓ ସଂଶୋଧନ ସେବା ନିର୍ଦ୍ଦେଶାଳୟ ଆଶିଷ କୁମାର ଜେନା, ଫଟୋଗ୍ରାଫର ଦିଲୀପ ଧୀର ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
/sambad/media/media_files/2026/08/19/whatsapp-image-2026-08-19-19-58-13.jpeg)
3/5
ଆଜିର ଯୁଗରେ ଫଟୋଗ୍ରାଫିର ଚାହିଦା ବେଶ୍ ବଢ଼ିଛି।ଫଟୋଗ୍ରାଫିକୁ ନିଜର କ୍ୟାରିୟର ଭାବେ ଗଢ଼ିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିର ବିଭିନ୍ନ ବୈଷୟିକ ଦିଗ ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇବା ସହ ସୃଜନଶୀଳତା ବିକାଶ ଦିଗରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
/sambad/media/media_files/2026/08/19/whatsapp-image-2026-08-19-19-59-38.jpeg)
4/5
ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦ ଜଣ ପ୍ରଶିକ୍ଷାର୍ଥୀ ଫଟୋଗ୍ରାଫି କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ 'ବେସିକ୍ସ ଅଫ୍ ଫଟୋଗ୍ରାଫି', 'ଷ୍ଟ୍ରିଟ୍ ଓ କ୍ୟାଣ୍ଡିଡ ଫଟୋଗ୍ରାଫି', 'ଲ୍ୟାଣ୍ଡସ୍କେପ୍ ଫଟୋଗ୍ରାଫି', ପୋଟ୍ରେଟ୍ ଫଟୋଗ୍ରାଫି' ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
/sambad/media/media_files/2026/08/19/whatsapp-image-2026-08-19-20-00-18.jpeg)
5/5

1 hour ago
2


