ARTICLE AD BOX
ରାଜସ୍ଥାନର ଉଦୟପୁରରୁ ଭାଇରାଲ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ମହିଳାମାନେ ଦୋକାନ ସାମ୍ନାରେ ଅପରିଷ୍କାର ପାଣି ଫିଙ୍ଗୁଥିବା ଦେଖାଯାଉଛନ୍ତି। ପ୍ରଥମ ଦୃଷ୍ଟିରେ ଏହା ବିବାଦ ପରି ଲାଗୁଥିଲେ ମଧ୍ୟ, ପ୍ରକୃତରେ ଏହା ବର୍ଷା ପାଇଁ ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଶତାବ୍ଦୀ ପୁରୁଣା ଲୋକ ପରମ୍ପରା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


