ARTICLE AD BOX
ଦେଶବ୍ୟାପୀ ରବିବାର ଦିନ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି। ତେବେ ଖୁସିର ସମୟରେ ଦେଶର ଅନେକ ସ୍ଥାନରେ ଅଘଟଣ ମଧ୍ୟ ଘଟିଛି, ଯେଉଁଥି ପାଇଁ ଲୋକଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିଛି। ଗୁରୁଗ୍ରାମର ସଦର ବଜାରରେ ଏକ ବନ୍ଦ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି।
/sambad/media/media_files/2026/11/08/gurugam-2026-11-08-23-15-58.jpg)
/sambad/media/media_files/2026/11/08/samastipur-2026-11-08-23-17-03.jpg)
1/3
ବିହାରର ସମସ୍ତିପୁରର ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଟ୍ରକ୍ ଜଳିଯିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
/sambad/media/media_files/2026/11/08/ambala-2026-11-08-23-17-28.jpg)
2/3
ହରିଆଣାର ଅମ୍ବାଲାର ଲାଲକୁର୍ଟି ବଜାରରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ସମସ୍ତ ବାସିନ୍ଦାଙ୍କୁ ବାହାରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟପାଳ ଅନିଲ ଭିଜ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
/sambad/media/media_files/2026/11/08/west-bengal-2026-11-08-23-17-51.jpg)
3/3
ଦୀପାବଳି ରାତିରେ ପଶ୍ଚିମବଙ୍ଗର ବେଲିଆଘାଟାରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

57 minutes ago
1


