ARTICLE AD BOX
ମେଷ: ବଡ଼ ଯୋଜନା ଉପରେ କାମ କରିବାର ମତ ଅଭିଭାବକଙ୍କ ଆଗରେ ରଖିବେ। କାମ ପୂରା କରିବା ପାଇଁ ନୂଆ କୌଶଳର ସହାୟତା ନେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି।
ବୃଷ: ଅସହାୟଙ୍କୁ ସହାୟତା କରିବେ। କୌଣସ ସାହାସିକ କାର୍ଯ୍ୟ କରି ପ୍ରଶଂସା ପାଇବେ। ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ସନ୍ଧ୍ୟାରେ ବନ୍ଧୁ ସହିତ ମଉଜମସ୍ତି କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: କୌଣସି ବଡ଼ ସଂସ୍ଥା ସହିତ ଯୋଡ଼ି କାମ କରିବାର ଭଲ ମଉକା ପାଇବେ। ଜୀବନସାଥୀ ସହିତ ଭଲ ତାଳମେଳ ବଜାୟ ରହିବ। ଆପଣଙ୍କ ବିବେକରେ କୌଣସି ଅଟକିଥିବା କାମ ପୂରା ହୋଇଯିବ।
କର୍କଟ: ଆପଣଙ୍କର କୌଣସି ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଦୁନିଆ ଦେଖିବାର ଆପଣଙ୍କ ଦୃଷ୍ଟିକୋଣ ବଦଳି ଯିବ। ବ୍ୟବସାୟରେ ନୂଆ ଶାଖା ଖୋଲିବାକୁ ଚାହୁଁଥିଲେ ଘର ଲୋକଙ୍କ ସହିତ କଥା ହୁଅନ୍ତୁ।
ସିଂହ: କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। କାହାରି ସାହାଯ୍ୟରେ ସରକାରୀ କାମ ହୋଇଯିବ। ଯେଉଁ ମହିଳା ଘରେ କୌଣସି କାମ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ପତିର ପୂରା ସହଯୋଗ ମିଳିବ।
କନ୍ୟା: ଜରୁରୀ କାମ ପୂରା କରିଦେବା ଯୋଗୁଁ ମନକୁ ଶାନ୍ତି ମିଳିବ। ଆପଣ କାହାରିକୁ ମନର କଥା କହିବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତିର ସୂଚନା ପାଇବେ। ଛାତ୍ରଛାତ୍ରୀ କୌଣସି ସଂଶୟରୁ ମୁକ୍ତି ପାଇବେ।
ତୁଳା: ବେପାରରେ ଅଚାନକ ଧନଲାଭ ହେବ। ଘରେ ସୁଖ ସୁବିଧା ବୃଦ୍ଧି ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେବେ।
ବିଛା: ବ୍ୟବସାୟରେ ବଢ଼ିଆ ଧନଲାଭର ସଂକେତ ମିଳିଛୁ। ମହିଳା ବ୍ୟବସାୟୀଙ୍କୁ ଘର ଲୋକଙ୍କର ସହଯୋଗ ମିଳିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତି ଉନ୍ନତିର ଅବସର ପାଇବେ।
ଧନୁ: ବ୍ୟବସାୟ ମାମଲାରେ ଭାବିଚନ୍ତି ନିର୍ଣ୍ଣୟ ନେବେ। ଅଫିସରେ ନିର୍ଦ୍ଧାରିତ ସମୟରେ କାମ ପୂରା ହୋଇଯିବା ଯୋଗୁଁ ମନକୁ ଶାନ୍ତି ମିଳିବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।
ମକର: ରୋଜଗାରର ନୂଆ ଅବସର ପାଇବେ। ସାକ୍ଷାତକାର ଦେବାକୁ ଯିବାର ଥିଲେ ସଫଳତା ପାଇବେ। ଛାତ୍ରଛାତ୍ରୀ ନିଜର ପ୍ରୋଜେକ୍ଟ ପୂରା କରିବାରେ ସଫଳ ରହିବେ। ବନ୍ଧୁଙ୍କୁ ଆର୍ଥିକ ସହାୟତା କରିବେ।
କୁମ୍ଭ: ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ। ବ୍ୟସ୍ତ ବହୁଳ ଜୀବନରେ କିଛି ସମୟ ଈଶ୍ବରଙ୍କ ପାଇଁ ବାହାର କରନ୍ତୁ। କାମରେ ଅଭିଭାବକଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କର ଉତ୍ସାହ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମୀନ: ଜୈବିକ ବ୍ୟବସାୟରେ ଲାଭ ପାଇବେ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ଦିନଟି ବ୍ୟସ୍ତତାରେ କଟିବ। ଦୀର୍ଘ ଦିନରୁ ଲାଗି ରହିଥିବା ପରିବାରରେ ଝଞଟ ସମାପ୍ତ ହେବ। ଚାକିରିରେ ପଦୋନ୍ନତି ଯୋଗ ଅଛି।

59 minutes ago
1


