ARTICLE AD BOX
୨୦୧୩ ମସିହାର ଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାରେ ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ବମ୍ବେ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୨୧ରେ ଟ୍ରାୟଲ କୋର୍ଟ ଦେଇଥିବା ଖଲାସ ରାୟକୁ ହାଇକୋର୍ଟ ପଲଟାଇ ଦେଇଛନ୍ତି। ଏହି ଭିଡିଓରେ ଜାଣନ୍ତୁ ମାମଲାର ସମ୍ପୂର୍ଣ୍ଣ ଘଟଣାକ୍ରମ, କୋର୍ଟର ରାୟ ଓ ଆଗାମୀ ଆଇନୀ ପ୍ରକ୍ରିୟା ବିଷୟରେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


