ARTICLE AD BOX
ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ମଞ୍ଚା ଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ଟାଙ୍ଗନିକଟ, ବାଗ୍ରା, ଗୁରୁମାଈଗୁଡ଼ା, ତଳଙ୍ଗ ଓ ଝଲାଗୁଡା ଗ୍ରାମର ପ୍ରାୟ ୪ ଶହରୁ ଉର୍ଦ୍ଧ ପରିବାର ଦୈନନ୍ଦିନ ଚଳଣି ପାଇଁ ଜଳଭଣ୍ଡାର ପାର କରି ତେନ୍ତୁଳିଖୁଣ୍ଟି ବ୍ଳକ ଉପରେ ନିର୍ଭର କରୁଛନ୍ତି। ଏମାନଙ୍କ ପାଇଁ ବୋଟ୍ ସେବା ଆରମ୍ଭ ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

58 minutes ago
1


