ଚିନ୍ତାରେ ଅନିଲ ଅମ୍ବାନୀ

1 day ago 2
ARTICLE AD BOX

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ। ଏଲଆଇସିର ଅଭିଯୋଗକୁ ଆଧାର କରି ଏବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ। ରିଲାଏନ୍ସ କ୍ୟାପିଟାଲ ଲିମିଟେଡ୍, ଏହାର ପୂର୍ବତନ ଅଧ୍ୟକ୍ଷ ଅନିଲ ଡି. ଅମ୍ବାନୀ, ପୂର୍ବତନ ଗ୍ରୁପ୍ ମ୍ୟାନେଜିଂ ଡାଇରେକ୍ଟର ସତୀଶ ସେଠ୍...

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ। ଏଲଆଇସିର ଅଭିଯୋଗକୁ ଆଧାର କରି ଏବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ। ରିଲାଏନ୍ସ କ୍ୟାପିଟାଲ ଲିମିଟେଡ୍, ଏହାର ପୂର୍ବତନ ଅଧ୍ୟକ୍ଷ ଅନିଲ ଡି. ଅମ୍ବାନୀ, ପୂର୍ବତନ ଗ୍ରୁପ୍ ମ୍ୟାନେଜିଂ ଡାଇରେକ୍ଟର ସତୀଶ ସେଠ୍, କିଛି ଅଜଣା ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କ ବିରୋଧରେ ଏହି ଏଫଆଇଆର ରୁଜୁ କରିଛି ସିବିଆଇ। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.