ARTICLE AD BOX
ଶରତର ଆଗମନ ସହ ପ୍ରକୃତିର ରୂପରେ ଦେଖାଦେଇଛି ଅପୂର୍ବ ପରିବର୍ତ୍ତନ। ନୀଳ ଆକାଶରେ ଧଳା ଧଳା ଭସା ମେଘ ସାଙ୍ଗକୁ ମାଟି ଉପରେ ଫୁଟିଥିବା କାଶତଣ୍ଡି ଫୁଲ ଶରତର ଆଗମନୀ ସୂଚନା ଦେଉଛି। ମା’ ଆସିବେ ବୋଲି ସତେ ଯେମିତି ଧରଣୀ ରାଣୀ ନିଜକୁ ନୂଆ ରୂପରେ ସଜାଇ ନେଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
2


