ARTICLE AD BOX
ଓଲା କିମ୍ବା ଉବେର ପରି ଏବେ ବୟଫ୍ରେଣ୍ଡ ମଧ୍ୟ ବୁକ୍ କରିହେବ କି? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା 'ରେଣ୍ଟାଲ ବୟଫ୍ରେଣ୍ଡ' ଟ୍ରେଣ୍ଡକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ଏହି ସେବାରେ କିଛି ସମୟ ପାଇଁ ଜଣେ ସାଥୀଙ୍କୁ ବୁକ୍ କରାଯାଏ। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି। ଜାପାନରୁ ଆରମ୍ଭ ହୋଇଥିବା ଏହି ଧାରଣା କିପରି ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି, ଜାଣନ୍ତୁ ଏହି ଭିଡିଓରେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
4


