ARTICLE AD BOX
କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଜାରିଥିବା ବିକାଶ ଏବଂ ଭିତ୍ତିଭୂମି କାର୍ଯ୍ୟକ୍ରମ ଉପରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଆୟାଜିତ ବୈଠକରେ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସମେତ ଅନ୍ୟ ସଚିବମାନେ ଉପସ୍ଥିତ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


