ଆଡ଼ପ ଅବଢ଼ାରେ ମନ...

20 hours ago 2
ARTICLE AD BOX

ନବଦିନାତ୍ମକ ଯାତ୍ରାରେ ଆସିଥିବା ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ବହୁ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼ ଏତେ ଯେ, ଧାଡ଼ି ବଡ଼ଶଙ୍ଖ ଛୁଇଁଥିଲା। ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି। ଭକ୍ତମାନେ ଆଡ଼ପ ଅବଢ଼ା ପାଇ କୃତ୍ୟକୃତ୍ୟ ହୋଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.