ଆଲୋକର ପର୍ବ ଦୀପାବଳି...

1 hour ago 1
ARTICLE AD BOX

ଓଡ଼ିଶାର ଅନନ୍ୟ ପରମ୍ପରା- ବଡ଼ବଡ଼ୁଆ ଡାକ

ଓଡ଼ିଶାରେ ଦୀପାବଳି ଅମାବାସ୍ୟା ଦିନ ପବିତ୍ର ପୟାଶ୍ରାଦ୍ଧ ଦିଆଯାଏ। ଏହି ଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏବଂ ପ୍ରତ୍ୟେକ ଓଡ଼ିଆ ଘରର ଅଗଣାରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ କାଉଁରିଆ କାଠି ଜାଳି ସ୍ୱର୍ଗତ ପିତୃପୁରୁଷଙ୍କୁ ସ୍ମରଣ କରି "ବଡ଼ବଡ଼ୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ। ବାଇଶି ପାହାଚେ ଗଡ଼ଗଡ଼ାଉ ଥାଅ......" ବୋଲି କୁହାଯାଏ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.