ARTICLE AD BOX
ମେଷ: ରବି ଓ ସୋମବାର ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ମଙ୍ଗଳ, ବୁଧ ଓ ଗୁରୁବାର ବନ୍ଧୁ ଧୋକା ଦେଇପାରନ୍ତି। ଶୁକ୍ର ଓ ଶନିବାର ବ୍ୟବସାୟରେ ବକେୟା ଅର୍ଥ ମିଳିବାର ସମ୍ଭାବନା।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ରବି ଓ ସୋମବାର କ୍ୟାରିୟର୍ ସମ୍ବନ୍ଧରେ ଭଲ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ରବି ଓ ସୋମବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ପ୍ରିୟଜନ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ରବି ଓ ସୋମବାର ବନ୍ଧୁଠାରୁ ସାହାଯ୍ୟ ମିଳିବାର ସମ୍ଭାବନା। ମଙ୍ଗଳ, ବୁଧ ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ଶୁକ୍ର ଓ ଶନିବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ରବି ଓ ସୋମବାର ଜୀବନରେ ଉନ୍ନତି ଲାଗି ରାସ୍ତା ଖୋଲିବ। ମଙ୍ଗଳ, ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଶୁକ୍ର ଓ ଶନିବାର କାମ ପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ରବି ଓ ସୋମବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ। ଶୁକ୍ର ଓ ଶନିବାର ଚିଡ଼ଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: ରବି ଓ ସୋମବାର ଆମଦାନି ବୃଦ୍ଧି ଲାଗି ଯୋଜନା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ମନମୁତାବକ ସଫଳତା ପାଇବେ। ଶୁକ୍ର ଓ ଶନିବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ରବି ଓ ସୋମବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଶୁକ୍ର ଓ ଶନିବାର ବନ୍ଧୁ ସାହାଯ୍ୟରେ ଯୋଜନା ସଫଳ ହେବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ରବି ଓ ସୋମବାର ମୁରବିଙ୍କ ପରାମର୍ଶ ଫଳପ୍ରଦ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର ଜମିରେ ନିବେଶ ଲାଗି ସମୟ ଭଲ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ରବି ଓ ସୋମବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ସହକର୍ମୀଙ୍କ ସହିତ ତାଳମେଳ ରହିବ। ଶୁକ୍ର ଓ ଶନିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ରବି ଓ ସୋମବାର ବିଶେଷ କାମରେ ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ସଂପତ୍ତି ବୃଦ୍ଧି ଲାଗି ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର ବିବାଦ ସମାଧାନ ହୋଇଯିବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ରବି ଓ ସୋମବାର ବିରୋଧୀମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁକ୍ର ଓ ଶନିବାର ଜୀବନରେ ପରିବର୍ତ୍ତନ ଆସିବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

55 minutes ago
1

