ARTICLE AD BOX
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ସଉନାମରା ପଂଚାୟତର ଆମ୍ବପଡ଼ାରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗୋପାଳ ଧୃଆଙ୍କ ଘର ବାରିପଟ ଅଜଗର ସାପ ପଶିଥିବାବେଳେ ବୃକ୍ଷ ରୋପଣ କରିବା ସାହାଯ୍ୟରେ ସାପକୁ ଦେଖି ସାପ ଧରାଳି ଧୀରେନଙ୍କୁ ଖବର ଦେଇଥିଲେ। ସାପ ଉଦ୍ଧାରକାରୀ ଧୀରେନ କୁମାର ନାଏକ ଅଜଗର ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
5


