ଅଗଷ୍ଟ ମାସର ଚତୁର୍ଥ ଶନିବାର 'ଗରିମା ଦିବସ'

2 hours ago 2
ARTICLE AD BOX

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ 'ଗରିମା ଦିବସ ୨୦୨୬' ଅବସରରେ ‘ମିସନ୍ ଜିରୋ: ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ’ ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନ କରିବା ସହ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ 'ଗରିମା ଦିବସ' ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି।

 ଅଗଷ୍ଟ ମାସର ଚତୁର୍ଥ ଶନିବାର 'ଗରିମା ଦିବସ'

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.