ARTICLE AD BOX
ଭାରତୀୟ ଟେବଲ ଟେନିସ (ଟିଟି) ଯୋଡ଼ି ମାନବ ଠକ୍କର ଓ ମନୁଷ ଶାହ ଚଳିତ ଡବ୍ଲ୍ୟୁଟିଟି ଚାଇନା ସ୍ମାସ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି।
/sambad/media/media_files/2026/10/08/08bbs_13_08102026_112-2026-10-08-12-57-39.jpg)
ବେଜିଂ: ଭାରତୀୟ ଟେବଲ ଟେନିସ (ଟିଟି) ଯୋଡ଼ି ମାନବ ଠକ୍କର ଓ ମନୁଷ ଶାହ ଚଳିତ ଡବ୍ଲ୍ୟୁଟିଟି ଚାଇନା ସ୍ମାସ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର କ୍ବାର୍ଟରଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୩-୦ (୧୧-୯, ୧୧-୫, ୧୧-୪)ରେ ସ୍ଥାନୀୟ ଖେଳାଳି ଲିଙ୍ଗ ଜିଙ୍ଗକୁନ୍ ଓ ଜିଆଙ୍ଗ ପେଙ୍ଗ୍ଙ୍କୁ ହରାଇଥିଲେ।
ସେମିଫାଇନାଲ୍ରେ ପ୍ରବେଶ
ମାନବ-ମନୁଷ ଫାଇନାଲ୍ ସ୍ଥାନ ପାଇଁ ଦକ୍ଷିଣ କୋରିଆର ଲିମ୍ ଜୋଙ୍ଗହୁଁ ଓ ଓହ୍ ଜୁନ୍ ସୁଙ୍ଗ୍ଙ୍କୁ ଭେଟିବେ। ଏହି ଦକ୍ଷିଣ କୋରିଆ ଯୋଡ଼ି ୩-୦ରେ ଡେନ୍ମାର୍କର ଆଣ୍ଟନ କାଲବର୍ଗ ଓ କ୍ରିଷ୍ଟିଆନ୍ କାର୍ଲସନ୍ଙ୍କୁ ପରାସ୍ତ କରିଥିଲେ।
Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

42 minutes ago
1


