Wife Killed: ପାରିବାରିକ କଳହର କରୁଣ ପରିଣତି: ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ

1 hour ago 1
ARTICLE AD BOX

ପାରିବାରିକ କଳହର କରୁଣ ପରିଣତି। ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା  ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛି ସ୍ବାମୀ।

 (sambad.in) Wife Killed in Alleged Domestic Dispute, Husband Hospitalised After Consuming Poison Photograph: (sambad.in)

ସୁକିନ୍ଦା: ପାରିବାରିକ କଳହର କରୁଣ ପରିଣତି। ପତ୍ନୀକୁ ପିଟିପିଟି ହତ୍ୟା ପରେବିଷପିଇଲା ସ୍ୱାମୀ। ଗୁରୁତର ଅବସ୍ଥାରେ ଯାଜପୁରଜିଲ୍ଲା  ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛି ସ୍ବାମୀ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବଂଜା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା।

Odisha Vigilance: ୨.୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ: ୬ ମାସ ଧରି ଫେରାର ଥିବା ବନ ବିଭାଗ କର୍ମଚାରୀ ବାବୁଲୁ ସୁନା ଗିରଫ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.