Why Did Mom Do This?: ମା’ ତୁ ଏମିତି କଲୁ କାହିଁକି ?

15 hours ago 4
ARTICLE AD BOX

ପୁଅ ବଦଳରେ ଝିଅ ହେବାରୁ ଜଣେ ମା ନିଜ ଛୁଆକୁ ନିର୍ମମ ଭାବେ ହତ୍ୟା କରିଛି। ରମ୍ଭିକ ତଦନ୍ତରେ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ ପୁଲିସ ଅଧିକ ଖୋଳତାଡ଼ କରିଥିଲା। ପରେ ସତ ସାମ୍ନାକୁ ଆସିଥିଲା।

ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଚୁରହାଟ ଅଞ୍ଚଳରେ ଘଟିଥିବା ଏହି ନୃଶଂସ ଘଟଣା ଆଜି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ମାତ୍ର ପାଞ୍ଚ ଦିନର ଜଣେ ନବଜାତ ଶିଶୁର ମୃତ୍ୟୁ ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ତଦନ୍ତରେ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ ପୁଲିସ ଅଧିକ ଖୋଳତାଡ଼ କରିଥିଲା। ତଦନ୍ତ ଆଗକୁ ବଢ଼ିବା ସହ ଯେଉଁ ସତ୍ୟ ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ନିର୍ବାକ କରିଦେଲା। ପୁଅ ବଦଳରେ ଝିଅ ଜନ୍ମ ହେବାରୁ ନବଜାତ ଶିଶୁଟିର ମା' ନିଜେ ଏହି ପିଲାଟିକୁ ନିର୍ମମଭାବେ ହତ୍ୟା କରିଥିବା ଜଣାପଡ଼ିଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.