ARTICLE AD BOX
ମେଷ: ରବି ଓ ସୋମବାର କ୍ୟାରିୟର୍ରେ ପରିବର୍ତ୍ତନ ହୋଇପାରେ। ମଙ୍ଗଳ ଓ ବୁଧବାର ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। ଗୁରୁ, ଶୁକ୍ର ଓ ଶନିବାର ପରିବାରରେ ବୁଝାମଣା ରହିବ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ରବି ଓ ସୋମବାର ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଗୁରୁ, ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ରବି ଓ ସୋମବାର ଭାଗୀଦାରି ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ଗୁରୁ, ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ମାନସମ୍ମାନ ପାଇବେ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ରବି ଓ ସୋମବାର ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ମଙ୍ଗଳ ଓ ବୁଧବାର ଅଫିସ୍ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଗୁରୁ, ଶୁକ୍ର ଓ ଶନିବାର ଜୀବନସାଥୀ ଠାରୁ ଉପହାର ପାଇବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ରବି ଓ ସୋମବାର କୋର୍ଟକଚେରି ମାମଲାରେ ବାଧା ଆସିପାରେ। ମଙ୍ଗଳ ଓ ବୁଧବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଗୁରୁ, ଶୁକ୍ର ଓ ଶନିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ରବି ଓ ସୋମବାର ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁନାହିଁ। ମଙ୍ଗଳ ଓ ବୁଧବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ଗୁରୁ, ଶୁକ୍ର ଓ ଶନିବାର ଭଲ ଜାଗାରେ ନିବେଶ କରିପାରନ୍ତି।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ମଙ୍ଗଳ ଓ ବୁଧବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ହେବେ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ରବି ଓ ସୋମବାର ନୂଆ କାମ ଆରମ୍ଭ କରନ୍ତୁ, ଲାଭଦାୟକ ରହିବ। ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଉନ୍ନତି ଲାଗି ନୂଆ ଅବସର ପାଇପାରନ୍ତି।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ରବି ଓ ସୋମବାର କିଛି ନୂଆକରିବା ଲାଗି ନୂଆପଦ୍ଧତି ଉପରେ ବିଚାର କରିବେ। ମଙ୍ଗଳ ଓ ବୁଧବାର ସୋସିଆଲ୍ ମିଡିଆରେ ବନ୍ଧୁ ବଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର ଚାକିରିରେ ପଦୋନ୍ନତି ମିଳିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ରବି ଓ ସୋମବାର ଘରର ପରିବେଶ ସକାରାତ୍ମକ ରହିବ। ମଙ୍ଗଳ ଓ ବୁଧବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ରବି ଓ ସୋମବାର ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ମଙ୍ଗଳ ଓ ବୁଧବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚିନେବେ। ଗୁରୁ, ଶୁକ୍ର ଓ ଶନିବାର କାର୍ଯ୍ୟ ଦକ୍ଷତା ପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ପୁରସ୍କାର ପାଇପାରନ୍ତି।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ରବି ଓ ସୋମବାର ଆପଣଙ୍କ କାମରେ ଉପରିସ୍ଥ ଅଧିକାରୀ ଖୁସିହେବେ। ମଙ୍ଗଳ ଓ ବୁଧବାର କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
3


