ARTICLE AD BOX
କ୍ରିକେଟ୍ ପଡ଼ିଆ ହେଉ କି ବିଜନେସ୍ ମଇଦାନ, ସବୁଠି ସୁପରହିଟ୍ କିଙ୍ଗ୍ କୋହଲି । ଏବେ କିନ୍ତୁ ବିରାଟଙ୍କ ଲିଙ୍କ୍ଡଇନ୍ ପ୍ରୋଫାଇଲ୍କୁ ନେଇ ଚର୍ଚ୍ଚା । ବ୍ୟବସାୟ ପାଇଁ ବଡ଼ ରଣନୀତି କରିଛନ୍ତି କି କୋହଲି ?
କ୍ରିକେଟ ପଡ଼ିଆ ହେଉ ବା ବିଜନେସ ମଇଦାନ। ସବୁଠି ସୁପରହିଟ୍ ବିରାଟ କୋହଲି। ରନ୍ ଚେଜ୍ରେ ମାଷ୍ଟର କିଙ୍ଗ କୋହଲି ନିଜ ବ୍ୟବସାୟ ପାଇଁ ମଧ୍ୟ କରିଛନ୍ତି ବଡ଼ ରଣନୀତି। କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଦବଦବା କାହାକୁ ବା ଅଜଣା। ଭାରତୀୟ କ୍ରିକେଟର ଷ୍ଟାର ଭାବେ ଖବରକାଗଜ ଓ ସୋସିଆଲ୍ ମିଡିଆ ସବୁଠି ବିରାଟଙ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ। କିନ୍ତୁ ଏବେ ବିରାଟଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କ୍ରିକେଟ ପାଇଁ ନୁହେଁ। ବରଂ ତାଙ୍କ ଲିଙ୍କ୍ଡଇନ୍ ପ୍ରୋଫାଇଲ୍କୁ ନେଇ ଚର୍ଚ୍ଚା ବଢ଼ିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


