Trump is my father: ଟ୍ରମ୍ପ ମୋ ବାପା...

1 hour ago 1
ARTICLE AD BOX

ଏକ ଆଲୋଚନା ସମୟରେ ରାଖୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ରାଖୀ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ‘ସୁଗାର ଡାଡି ବୋଲି କହିଥିଲେ ।

ବଲିଉଡର ‘ଡ୍ରାମା କ୍ୱିନ୍’ ଭାବେ ପରିଚିତ ରାଖୀ ସାୱନ୍ତ। ନିଜର ଅଜବଗଜବ ବୟାନ ଓ ମଜାଦାର କଥାବାର୍ତ୍ତା ପାଇଁ ସେ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ସେଲିବ୍ରିଟିଙ୍କୁ ନେଇ ତ କେତେବେଳେ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ତାଙ୍କ ବୟାନ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ଖୋରାକ୍ ଯୋଗାଏ। ଏବେ ରାଖୀଙ୍କ ଟାର୍ଗେଟ୍ ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କୁ ନେଇ ରାଖୀ ଏମିତି ଏକ ବୟାନ ଦେଇଛନ୍ତି ଯାହା ଶୁଣି ଅନେକ ଚକିତ ହୋଇଯାଇଛନ୍ତି। ତେବେ କଣ କହିଛନ୍ତି ରାଖୀ ଆସନ୍ତୁ ଜାଣିବା 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.