Train: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମରେ ୪ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ

5 days ago 5
ARTICLE AD BOX

ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକିଲି ଉପକଣ୍ଠ ରାଇବାଲସା ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି | ଟ୍ରେନ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ହୋଇପଡିଛନ୍ତି |

 ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମରେ ୪ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ

ଗଜପତି: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକିଲି ଉପକଣ୍ଠ ରାଇବାଲସା ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି | ଟ୍ରେନ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ହୋଇପଡିଛନ୍ତି | ମିଳିଥିବା ସୂଚନା ମୁତାବକ ସମୁଦାୟ ୫ ଜଣ ରେଳଧାରଣା ପାର ହେଉଥିବାବେଳେ ଅସାବଧାନତା ବଶତଃ ଟ୍ରେନ ଆସୁଥିବାର ଦେଖିପାରିନଥିଲେ | ଆଉ ଏହି ସମୟରେ ଗୁଣପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ ଏମାନଙ୍କୁ ଧକ୍କା ଦେଇଥିଲା | ଏହି ଦୁର୍ଘଟଣାରେ ୪ ଜଣ ରେଳଧାରଣାରେ କଟିଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇପଡିଛନ୍ତି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.