ARTICLE AD BOX
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ନାରାୟଣପ୍ରସାଦ ସେକ୍ସନ୍ ଅଧିନ ସମାକୁପା ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘ ଗତ ୨ଦିନ ହେଲା ଚଳପ୍ରଚଳ କରୁଥିବା ସୂଚନା ମିଳିଛି l
/sambad/media/media_files/2024/12/05/kdkIYuQUDEqA4DIJN0YA.jpg)
କଣ୍ଟାମାଳ: ବୌଦ୍ଧଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ନାରାୟଣପ୍ରସାଦ ସେକ୍ସନ୍ ଅଧିନ ସମାକୁପା ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘ ଗତ ୨ଦିନ ହେଲା ଚଳପ୍ରଚଳ କରୁଥିବା ସୂଚନା ମିଳିଛି l ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ସଚେତନ କରାଯାଉଛି । ଆଖପାଖ ଗ୍ରାମ ଗୁଡିକରେ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
5


