ARTICLE AD BOX
ମୁକେଶ ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି। ଯାହାଙ୍କ ଚର୍ଚ୍ଚା ସବୁବେଳ ହୋଇଥାଏ। କିନ୍ତୁ ଆପଣ କେବେ ତାଙ୍କର ଡ୍ରାଇଭରଙ୍କ ଦରମା ବିଷୟରେ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା ?
ଭୁବନେଶ୍ବର: ମୁକେଶ ଅମ୍ବାନୀ…ଏହି ନାଁକୁ କିଏ ବା ନ ଚିହ୍ନେ। ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ରହିଥାଏ । ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ସାମ୍ନାକୁ ଆସିଲେ ସେମାନଙ୍କ ପୋଷାକଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାର ବିଷୟ ପାଲଟିଯାଏ। କାରରୁ ଓହ୍ଲାଇବା ମାତ୍ରେ ମିଡିଆର କ୍ୟାମେରା ସେମାନଙ୍କ ଉପରେ ଫୋକଶ ହୋଇଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତି କି ଅମ୍ବାନୀ ପରିବାର ବ୍ୟବହାର କରୁଥିବା କୋଟି କୋଟି ଟଙ୍କାର ଗାଡ଼ିର ଡ୍ରାଇଭରମାନେ କେତେ ଦରମା ପାଆନ୍ତି? ସାଧାରଣ ଡ୍ରାଇଭରଙ୍କ ତୁଳନାରେ ସେମାନଙ୍କ ପାରିଶ୍ରମିକ ଢେର ଗୁଣ ଅଧିକ । ତାଙ୍କ ଦରମା କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର କର୍ମଚାରୀଙ୍କ ଦରମାଠାରୁ କମ୍ ନୁହେଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


