The President: ଅକ୍ଟୋବର ୨୭ରେ ଆସିବେ ରାଷ୍ଟ୍ରପତି

5 days ago 6
ARTICLE AD BOX

ରାଇରଙ୍ଗପୁର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତରେ ଆସି ଏକ ନିଶୁଳ୍କ ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବେ।  ସୂଚନା ଅନୁସାରେ, ଏହି ଶିବିର ଅକ୍ଟୋବର ୩୦ ତାରିଖ ଯାଏଁ ଚାଲିବ। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ମହତାବ ଭବନ ଓ ସଞ୍ଜୀବ ନେତ୍ରାଳୟ, ୩ଟି ସ୍ଥାନରେ ଶିବିର ଅନୁଷ୍ଠିତ ହେବ।

Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍‌ ସମ୍ମାନିତ

ଦିଲ୍ଲୀରୁ ୧୦୦ରୁ ଅଧିକ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବେ। ରାଷ୍ଟ୍ରପତି ଏହି ଶିବିର ପରିଦର୍ଶନ କରି ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିବେ ବୋଲି ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ସୂଚନା ଦେଇଛନ୍ତି।

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.